ଭୁବନେଶ୍ୱର, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ଘରେ କାହାକୁ ନଜଣାଇ ଲକ୍ଷ୍ମୀସାଗର ଅଂଚଳର ୪ ଜଣ ବାଳକ କୁଆଖାଇ ନଦୀର ବାଙ୍କୁଆଳ ଠାରେ ନଦୀକୁ ଗାଧେଇବାକୁ ଯାଇଥିଲେ । ତେବେ ମହେଶ୍ୱର ପୃଷ୍ଟି ନାମକ ଜଣେ ନାବାଳକ ବୁଡ଼ିଯାଇ ନିଖୋଜ ଥିବାବେଳେ ଅନ୍ୟ ୩ ଜଣ ଉଦ୍ଧାର ହୋଇଥିଲେ । ବାଲିଅନ୍ତା ଅଗ୍ନୀଶମ ବାହିନୀ ଖୋଜାଖୋଜି କରି ମହେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ନେଇଥିଲାବେଳେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର
Check Also
ରାସ୍ତା ଦୂର୍ଘଟଣାରେ ଜଣେ ମୃତ
କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …