ନିରାକାରପୁର, ୧୨/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଂଚାୟତରେ ଥିବା ଶୀ୍ର ସିରିଡିସାଇ ମନ୍ଦିର ପରିସରରେ ନବ ନିର୍ମିତ ଦ୍ୱାରକାମୟି ଗୃହରେ ଅଖଣ୍ଡ ଅଗ୍ନି ସ୍ଥାପନ ଶୀ୍ର ସିରିଡିସାଇ ମନ୍ଦିର ସେବା ଟ୍ରଷ୍ଟ ଅନୁକୂଲ୍ୟରେ କରୋନା ନିତି ନିୟମ ଅନୁସାରେ ଗୁରୁବାରଦିନ ବାବାଙ୍କ ଦିନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟସଭ୍ୟା ସାମାଜିକ ଦୂରତା ଅବଲମ୍ବନ କରି ଏହି କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ । ଓଡ଼ିଶା ସମାଚାର