Sunday , May 29 2022
Home / ବିଶେଷ / ଶୀ୍ର ସିରିଡିସାଇ ମନ୍ଦିର ରେ ଅଖଣ୍ଡ ଅଗ୍ନି ସ୍ଥାପନ ଉତ୍ସବ ଅନୁଷ୍ଠିତ

ଶୀ୍ର ସିରିଡିସାଇ ମନ୍ଦିର ରେ ଅଖଣ୍ଡ ଅଗ୍ନି ସ୍ଥାପନ ଉତ୍ସବ ଅନୁଷ୍ଠିତ

ନିରାକାରପୁର, ୧୨/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଂଚାୟତରେ ଥିବା ଶୀ୍ର ସିରିଡିସାଇ ମନ୍ଦିର ପରିସରରେ ନବ ନିର୍ମିତ ଦ୍ୱାରକାମୟି ଗୃହରେ ଅଖଣ୍ଡ ଅଗ୍ନି ସ୍ଥାପନ ଶୀ୍ର ସିରିଡିସାଇ ମନ୍ଦିର ସେବା ଟ୍ରଷ୍ଟ ଅନୁକୂଲ୍ୟରେ କରୋନା ନିତି ନିୟମ ଅନୁସାରେ ଗୁରୁବାରଦିନ ବାବାଙ୍କ ଦିନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟସଭ୍ୟା ସାମାଜିକ ଦୂରତା ଅବଲମ୍ବନ କରି ଏହି କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *