Wednesday , March 29 2023
Home / ବିଶେଷ / ଭୁବନରେ କୁଆପଥର ଓ ଘଡଘଡି ସହ ପ୍ରବଳ ବର୍ଷା

ଭୁବନରେ କୁଆପଥର ଓ ଘଡଘଡି ସହ ପ୍ରବଳ ବର୍ଷା

 

ଭୁବନ,୧୨/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଅଂଚଳରେ ଗୁରୁବାର  ଦିନରେ ତାପମାତ୍ରା ୩୮ ଡିଗ୍ରୀ ଥିବା ବେଳେ ପ୍ରବଳ ଗୁଳୁଗୁଳି ହେଉଥିଲା । ଅପରାହ୍ନ ସାଢେ ୫ ଘଟିକା ସମୟରେ ଅଚାନକ ବର୍ଷା ପବନ ଆରମ୍ଭ ହୋଇଥିଲା । ଧିରେଧିରେ କୁଆପଥର ସହ ବର୍ଷାର ପ୍ରକୋପ ବଢିବା ସହ ଘଡଘଡି ମାରିଥିଲା । ପ୍ରାୟ ଘଣ୍ଟାଏ କାଳ ବର୍ଷା ହେବା ପରେ ଥଣ୍ଡା ପଡିଯାଇଛି ଓ ଲୋକେ ଆଶ୍ୱସ୍ତି ଅନୁଭବ କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.