Friday , May 20 2022
Home / ବିଶେଷ / ଭୁବନରେ କୁଆପଥର ଓ ଘଡଘଡି ସହ ପ୍ରବଳ ବର୍ଷା

ଭୁବନରେ କୁଆପଥର ଓ ଘଡଘଡି ସହ ପ୍ରବଳ ବର୍ଷା

 

ଭୁବନ,୧୨/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଅଂଚଳରେ ଗୁରୁବାର  ଦିନରେ ତାପମାତ୍ରା ୩୮ ଡିଗ୍ରୀ ଥିବା ବେଳେ ପ୍ରବଳ ଗୁଳୁଗୁଳି ହେଉଥିଲା । ଅପରାହ୍ନ ସାଢେ ୫ ଘଟିକା ସମୟରେ ଅଚାନକ ବର୍ଷା ପବନ ଆରମ୍ଭ ହୋଇଥିଲା । ଧିରେଧିରେ କୁଆପଥର ସହ ବର୍ଷାର ପ୍ରକୋପ ବଢିବା ସହ ଘଡଘଡି ମାରିଥିଲା । ପ୍ରାୟ ଘଣ୍ଟାଏ କାଳ ବର୍ଷା ହେବା ପରେ ଥଣ୍ଡା ପଡିଯାଇଛି ଓ ଲୋକେ ଆଶ୍ୱସ୍ତି ଅନୁଭବ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *