Sunday , April 2 2023
Breaking News
Home / ବିଶେଷ / ଚିକିଣିଆ ସରପଂଚ ସମ୍ବର୍ଦ୍ଧିତ 

ଚିକିଣିଆ ସରପଂଚ ସମ୍ବର୍ଦ୍ଧିତ 

ରଘୁନାଥପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)-ଆନ୍ତର୍ଜାତୀୟ ମହିଳା ଦିବସରେ କାଦମ୍ବିନୀ ଓ କୁନିକଥା ପକ୍ଷରୁ ଭୁବନେଶ୍ୱର କିଟ୍ ସଭାଗୃହରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ରଘୁନାଥପୁର ବ୍ଲକର ଚିକିଣିଆ ପଂଚାୟତର ସରପଂଚ ସର୍ମିଷ୍ଠା ସ୍ୱାଇଁଙ୍କୁ କନ୍ଧମାଳ ସାଂସଦ ତଥା କିଟ୍ କିସ୍ ପ୍ରତିଷ୍ଠାତା ଡଃ ଅଚୁ୍ୟତ ସାମନ୍ତ ମାନପତ୍ର ଉତରୀୟ ଦେଇ  ସମ୍ବର୍ଦ୍ଧିତ କରିଥିଲେ । ସରପଂଚ ଶ୍ରୀମତୀ ସ୍ୱାଇଁ ତାଙ୍କ ପଂଚାୟତରେ ବହୁ ଉନ୍ନୟନ ମୂଳକ ଓ ଜନହିତକରକ କାର୍ଯ୍ୟ କରିଥିବାରୁ ତାଙ୍କୁ କାଦମ୍ବନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.