Monday , March 27 2023
Breaking News
Home / ବିଶେଷ / ଆନ୍ତର୍ଯ୍ୟାତୀୟ ମହିଳା ଦିବସ ଉପଲକ୍ଷେ ପାରାଦ୍ୱୀପ ମହାବିଦ୍ୟାଳୟ ଏନସିସି କ୍ୟାଡେଟଙ୍କ ସଚେତନତା ରାଲି

ଆନ୍ତର୍ଯ୍ୟାତୀୟ ମହିଳା ଦିବସ ଉପଲକ୍ଷେ ପାରାଦ୍ୱୀପ ମହାବିଦ୍ୟାଳୟ ଏନସିସି କ୍ୟାଡେଟଙ୍କ ସଚେତନତା ରାଲି

ପାରାଦ୍ୱୀପ,୦୯/୦୩/୨୦୨୧(ଓଡ଼ିଶା ସମାଚାର)-ଆନ୍ତର୍ଯ୍ୟାତୀୟ ମହିଳା ଦିବସ ଉପଲକ୍ଷେ ପାରାଦ୍ୱୀପ ମହାବିଦ୍ୟାଳୟ ର ମହିଳା କର୍ମଚାରୀ ଓ ଛାତ୍ରି ମାନଙ୍କର ଏକ ସମ୍ମିଳନୀ ସୋମବାର ଦିନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନାରୀମାନେ ସମସ୍ତ ସମସ୍ୟାର କିପରି ସମ୍ମୁଖୀନ କରିବେ, ସେ ସକ୍ରାନ୍ତିୟ ଏକ ସଚ୍ଚେତନତା ରାଲି ଲେଷ୍ଟନାଂଟ କମ୍ବାଣ୍ଡର  ଅକ୍ଷୟ ଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଏନସିସି କ୍ୟାଡେଟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲି ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି ଶେଷରେ ମହାବିଦ୍ୟାଳୟରେ ପହଂଚିଥିଲା । ଏହି କାର୍ଯ୍ୟକ୍ରମ ସମସ୍ତ କୋଭିଡ ନିୟମାବଳୀ ଅନୁଶୀନ କରି କରାଯାଇଥିବା ମହାବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.