Tuesday , March 28 2023
Breaking News
Home / କୃଷି / ରଘୁନାଥପୁର ତହସିଲ ପକ୍ଷରୁ ୩ଗୋଟି ପଂଚାୟତରେ ଟୋକନ ପାଇଥିବା ଚାଷୀ ମାନଙ୍କର ତଦନ୍ତ କରାଗଲା

ରଘୁନାଥପୁର ତହସିଲ ପକ୍ଷରୁ ୩ଗୋଟି ପଂଚାୟତରେ ଟୋକନ ପାଇଥିବା ଚାଷୀ ମାନଙ୍କର ତଦନ୍ତ କରାଗଲା

ରଘୁନାଥପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଚିକିଣିଆ ମଣ୍ଡିରେ ଅନେକ ଗୁଡିଏ ଅଣ ଚାଷୀ ଓ ବେପାରୀ ମାନଙ୍କୁ ଟୋକନ ଦିଆଯାଇ ଧାନ କିଣାଯାଇଥିବା ସଂପର୍କରେ ବାରମ୍ବାର ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶରେ ଆଜି ରଘୁନାଥପୁର ତହସିଲର ସୁପର ଭାଇଜର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଚିକିଣିଆ, ତଅଁରା ଓ ତାରପୁର ଗ୍ରାମପଂଚାୟତରେ ଟୋକନ ପାଇ ଧାନ ଦେଇନଥିବା ଚାଷୀ ମାନଙ୍କର ଘର ଘର ବୁଲି ତଦନ୍ତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.