Saturday , April 1 2023
Breaking News
Home / ବିଶେଷ / ସ୍ୱର୍ଗତ ଜୀବନଜ୍ୟୋତି ନାୟକ ଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୁକ୍ତି ଭିତିକ ଶିକ୍ଷକ ସଂଘ

ସ୍ୱର୍ଗତ ଜୀବନଜ୍ୟୋତି ନାୟକ ଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୁକ୍ତି ଭିତିକ ଶିକ୍ଷକ ସଂଘ

ଭୁବନ ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ଗ୍ରାମର ଚୁକ୍ତିଭିତିକ ଶିକ୍ଷକ ଜୀବନଜ୍ୟୋତି ନାୟକ ଙ୍କର ଗତ ଫେବୃଆରୀ ୨୭ ତାରିଖ ଦିନ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ଏଥିସକାଶେ ଚୁକ୍ତିଭିତିକ ଶିକ୍ଷକ ସଂଘ ତରଫରୁ ୪୦ ହଜାର ଟଙ୍କା ସଂଗ୍ରହ କରାଯାଇ ଆଜି ସ୍ୱର୍ଗତ ଜୀବନଜ୍ୟୋତି ଙ୍କ ବାପା ଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.