Saturday , May 28 2022
Breaking News
Home / ବିଶେଷ / ଭୁବନ ବ୍ଲକ କାର୍ଯ୍ୟାଳୟ ରେ ପଂଚାୟତିରାଜ ଦିବସ ପାଳିତ

ଭୁବନ ବ୍ଲକ କାର୍ଯ୍ୟାଳୟ ରେ ପଂଚାୟତିରାଜ ଦିବସ ପାଳିତ

ଭୁବନ ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ସଭାଗୃହରେ ତ୍ରିସ୍ତରୀୟ ପଂଚାୟତିରାଜ ର ସ୍ରଷ୍ଟା ବିଜୁ ବାବୁ ଙ୍କ ଜୟନ୍ତୀ ଓ ପଂଚାୟତିରାଜ ଦିବସ  ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ଆଶୀର୍ବାଦ ପରିଡା , ସିଡିପିଓ ପ୍ରମୋଦିନୀ ତ୍ରିପାଠୀ,ଜିପିଇଓ ଶ୍ରୀକାନ୍ତ ବେହେରା, ସମିତିସଭ୍ୟ ଅମୂଲ୍ୟ ଦ୍ୱିବେଦୀ ଙ୍କ ସମେତ ସମସ୍ତ କର୍ମଚାରୀ ଓ ଜନପ୍ରତିନିଧି ଯୋଗଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ

କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …

Leave a Reply

Your email address will not be published. Required fields are marked *