Monday , March 27 2023
Breaking News
Home / ବିଶେଷ / ବାବା ବଂଶୀଧର ଦାସ ଖଣ୍ଡଗିରି ମହାକୁମ୍ଭ ମେଳାରେ ସମ୍ବର୍ଦ୍ଧିତ

ବାବା ବଂଶୀଧର ଦାସ ଖଣ୍ଡଗିରି ମହାକୁମ୍ଭ ମେଳାରେ ସମ୍ବର୍ଦ୍ଧିତ

ରଘୁନାଥପୁର,୦୫/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ଅଚୁ୍ୟତାନନ୍ଦ ସେବାଶ୍ରମର ମଠାଧିସ ତଥା ମହେନ୍ଦ୍ର ଗିରି ସେବାଶ୍ରମର ଅଧ୍ୟକ୍ଷ ବାବା ବଂଶୀଧର ଦାସ ମହାରାଜଙ୍କୁ ଖଣ୍ଡଗିରି ସାଧୁସନ୍ଥ ମହାକୁମ୍ଭ ମେଳାରେ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଅଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହରିହର କାନୁନଗୋ, ବାବା ବିଷ୍ଣୁଗିରି ମହାରାଜ, ହରି ଓମ୍ ବାବା, ବାବା ପ୍ରେମାନନ୍ଦ ଦାସ ମହାରାଜ, ବାବା ଆନନ୍ଦାନ୍ଦ ଗିରି ମହାରାଜ,ବାବା ପଂଚଦେବ,  ଛୁଆ ବାବା ପ୍ରମୁଖ ବାବା ବଂଶୀଧର ମହାରଜଙ୍କୁ ସମ୍ବର୍ଦ୍ଧିିତ କରିଥିଲେ । ସେଥିପାଇଁ ପଣ୍ଡିତ ଶ୍ରୀବତ୍ସଦାସ ମହାପାତ୍ର, ନଳିନିରଞ୍ଜନ ମହାପାତ୍ର, ସହଦେବ ମହାନ୍ତି, ସନାତନ ମଣ୍ଡଲ  ପ୍ରମୁଖ ବାବା ବଂଶୀଧର ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.