Tuesday , March 21 2023
Breaking News
Home / ସ୍ୱାସ୍ଥ୍ୟ / କୋଭିଡ ଟୀକା ନେଲେ ସାଂସଦ ମହେଶ ସାହୁ

କୋଭିଡ ଟୀକା ନେଲେ ସାଂସଦ ମହେଶ ସାହୁ

ଭୁବନ,୦୨/୦୩/୨୦୨୧(ଓଡ଼ିଶା ସମାଚାର)-ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟୀକା ନେଇଥିବା ବେଳେ ଆଜି ଢେଙ୍କାନାଳ ସାଂସଦ ମହେଶ ସାହୁ ଟୀକା ନେଇଥିଲେ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଙ୍କ ଉପସ୍ଥିତିରେ ସାଂସଦ ମହେଶ ଟୀକା ନେବା ପରେ ସମସ୍ତ ଲୋକପ୍ରତିନିଧି ମାନେ ବିନା ଭୟ ଓ ବିନା ଦ୍ୱନ୍ଦରେ ଟୀକା ନେବାକୁ ପରାମର୍ଶ ଦେଇଥିଲେ । ଓଓଡ଼ିଶା ସମାଚାର

Leave a Reply

Your email address will not be published.