Saturday , April 1 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ରିଫାଇନେରୀର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଭାବେ ଭି.ଏସ୍. ଜୈନଙ୍କ ଦାୟୀତ୍ୱ ଗ୍ରହଣ

ପାରାଦୀପ ରିଫାଇନେରୀର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଭାବେ ଭି.ଏସ୍. ଜୈନଙ୍କ ଦାୟୀତ୍ୱ ଗ୍ରହଣ

ପାରାଦ୍ୱୀପ,୦୧/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ରିଫାଇନେରୀର ମୁଖ୍ୟ ତଥା କାର୍ଯ୍ୟନୀର୍ବାହି ନିର୍ଦ୍ଧେଶକ ଭାବେ ଭି.ଏସ୍. ଜୈନ ମାର୍ଚ୍ଚ ୧ତାରିଖ ଦିନ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜୈନ ମେକାନିକାଲ୍ ଇଜିନିୟରିଂ ସମାପ୍ତ  ପରେ ୧୯୮୬ ମସିହାରେ ଇଣ୍ଡିଆନ ଅଏଲ୍ ସଂସ୍ଥାରେ ଯୋଗ ଦେଇଥିଲେ । ଦୀର୍ଘ ୩୫ବର୍ଷ ଅଭିଜ୍ଞତାରେ ସେ ଇଣ୍ଡିଆନ ଅଏଲର ବିଭିନ୍ନ ବିଭାଗରେ ଦକ୍ଷାତାର ସହ କାର୍ଯ୍ୟ କରିଛନ୍ତି ।   ଓଡ଼ିଶା ସମାଚାର

Leave a Reply

Your email address will not be published.