Saturday , April 1 2023
Breaking News
Home / ବିଶେଷ / ଖୁଡି ଓ ଭାଉଜଙ୍କୁ ମାଡମାରି ଯୁବକ ଗିରଫ

ଖୁଡି ଓ ଭାଉଜଙ୍କୁ ମାଡମାରି ଯୁବକ ଗିରଫ

କେନ୍ଦ୍ରାପଡା, ୦୧/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନଥାନା ଅନ୍ତର୍ଗତ ରଣପଡା ଗ୍ରାମର ଜନୈକ  ଯୁବକ ସଂପର୍କିୟ  ମହିଳାଙ୍କୁ ମାଡମାରି ଗିରଫ ହୋଇଥିବା  ଜଣାପଡିଛି ।   ରଣପଡା ଗ୍ରାମର ସେକ ସିଦିକଙ୍କ ପୁଅ  ସେକ ସମତ ତାବରେଜ  ତାଙ୍କ ଖୁଡି ଏବଂ ଦାଦାପୁଅ ଭାଇ ସେକ ଆକବର ହୁସେନଙ୍କ ପତ୍ନୀଙ୍କୁ ମାଡମାରି ମୁଣ୍ଡ ଫଟାଇଦେଇଥିବା ନେଇ ଆକବରଙ୍କ ଅଭିଯୋଗକୁ ଭିତିିକରି  ଟାଉନ ଥାନାରେ  କେଶ ନମ୍ବର ୩୩/୨୦୨୧ ରେ ଆଇପିସିର ଧାରା ୩୦୭ରେ ଏକ ମାମଲା ରୁଜୁ ହୋଇଥିଲା ।  ଟାଉନ ଥାନା ସବଇନିସପେକ୍ଟର ସୌମ୍ୟରଞ୍ଜନ ଜାଲି   ଅଭିଯୁକ୍ତ ସେକ ସମତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.