Saturday , May 21 2022
Home / ବିଶେଷ / ରତାମାଟିରେ ଚଣ୍ଡୀ ମହାଯଜ୍ଞ: କଳସ ଯାତ୍ରାରେ ଯଜ୍ଞ ଆରମ୍ଭ

ରତାମାଟିରେ ଚଣ୍ଡୀ ମହାଯଜ୍ଞ: କଳସ ଯାତ୍ରାରେ ଯଜ୍ଞ ଆରମ୍ଭ

ନିରାକାରପୁର ୨୭/୦୨/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ପଂଚାୟତ ରତାମାଟି ଗ୍ରାମରେ ମା ଚଣ୍ଡୀ ଦେବୀ ପୀଠରେ ୪ ଦିନ ଧରି ଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇଛି । ଆଜି ସଂକଳ୍ପଧାରୀ ମହିଳା,ପୁରୁଷମାନେ ଜଳ ଆଣି ଘଟସ୍ଥାପନା କରିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଦୈନନ୍ଦିନ ସୂର୍ଯ୍ୟପୂଜା, ଶାଲା ପୂଜା,ହୋମ ଇତ୍ୟାଦି ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ୧ ତାରିଖ ଅପରାହ୍ନ ୫ଟାବେଳେ ପୂର୍ଣ୍ଣାହୁତି କାର୍ଯ୍ୟ ସଂପୂର୍ଣ୍ଣ ହେବ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ସାହାଯ୍ୟ ଓ ସହଯୋଗ କରୁଛନ୍ତି । ଓଡ଼ିଶା ସମାଚାର

 

 

 

About admin

Check Also

ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …

Leave a Reply

Your email address will not be published. Required fields are marked *