Saturday , April 1 2023
Breaking News
Home / ବିଶେଷ / ରତାମାଟିରେ ଚଣ୍ଡୀ ମହାଯଜ୍ଞ: କଳସ ଯାତ୍ରାରେ ଯଜ୍ଞ ଆରମ୍ଭ

ରତାମାଟିରେ ଚଣ୍ଡୀ ମହାଯଜ୍ଞ: କଳସ ଯାତ୍ରାରେ ଯଜ୍ଞ ଆରମ୍ଭ

ନିରାକାରପୁର ୨୭/୦୨/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ପଂଚାୟତ ରତାମାଟି ଗ୍ରାମରେ ମା ଚଣ୍ଡୀ ଦେବୀ ପୀଠରେ ୪ ଦିନ ଧରି ଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇଛି । ଆଜି ସଂକଳ୍ପଧାରୀ ମହିଳା,ପୁରୁଷମାନେ ଜଳ ଆଣି ଘଟସ୍ଥାପନା କରିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଦୈନନ୍ଦିନ ସୂର୍ଯ୍ୟପୂଜା, ଶାଲା ପୂଜା,ହୋମ ଇତ୍ୟାଦି ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ୧ ତାରିଖ ଅପରାହ୍ନ ୫ଟାବେଳେ ପୂର୍ଣ୍ଣାହୁତି କାର୍ଯ୍ୟ ସଂପୂର୍ଣ୍ଣ ହେବ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ସାହାଯ୍ୟ ଓ ସହଯୋଗ କରୁଛନ୍ତି । ଓଡ଼ିଶା ସମାଚାର

 

 

 

Leave a Reply

Your email address will not be published.