Sunday , March 26 2023
Breaking News
Home / ବିଶେଷ / ଟିମ୍ ହ୍ୟୁମାନିଟ ର ଆଉ ଏକ ବଳିଷ୍ଠ ପଦକ୍ଷେପ- ଆବର୍ଜନାପୂର୍ଣ୍ଣ ଶ୍ମସାନ ପରିସର ସଫେଇ କଲା

ଟିମ୍ ହ୍ୟୁମାନିଟ ର ଆଉ ଏକ ବଳିଷ୍ଠ ପଦକ୍ଷେପ- ଆବର୍ଜନାପୂର୍ଣ୍ଣ ଶ୍ମସାନ ପରିସର ସଫେଇ କଲା

କନ୍ଧମାଳ,୨୬/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବିଗତ ଦିନରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟକରି ବେଶ୍ ପ୍ରଶଂସିତ ହୋଇଥିବା ବେଳେ ଟିମ୍ ହ୍ୟୁମାନିଟ୍ କନ୍ଧମାଳ ପକ୍ଷରୁ ଆରମ୍ଭ ହୋଇଥିଲା ଅନ୍ୟ ଏକ ନୂତନ ପଦକ୍ଷେପ। ସହରରେ ଥିବା ସମସ୍ତ ଆବର୍ଜନାପୂର୍ଣ୍ଣ ଶ୍ମାସନକୁ ପରିସରକୁ ସଫେଇ ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଥିବା ବେଳେ ପ୍ରଥମଥର ପାଇଁ ନାରାୟଣୀ ମନ୍ଦିର ରାସ୍ତାରେ ଥିବା ଆବର୍ଜନାପୂର୍ଣ୍ଣ ଶ୍ମସାନ ପରିସର ସଫା କରାଯାଇଛି।ଏ ନେଇ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.