ପାରାଦୀପ ୨୭/୦୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ପୁରାତନ ଶୈବପୀଠ ଗୋପାଳ ଜୀଉ ଶିବ ମନ୍ଦିର ପ୍ରାଙ୍ଗଣରେ ୫୫ତମ ବିଶ୍ୱ ଶାନ୍ତି ମହାଯଜ୍ଞ ବୈଦିକ ରୀତୀନୀତିରେ ପାଳିତ ହୋଇ ଯାଇଛି । ଫେବୃଆରୀ ୨୪ ଓ ୨୫ତାରିଖରେ ଦୁଇ ଦିନ ଧରି ଆୟୋଜିତ ମହାଯଜ୍ଞ ଉତ୍ସବରେ ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ । ମନ୍ଦିରର ମୁଖ୍ୟ ପୂଜକ ସୁରେନ୍ଦ୍ର ପଣ୍ଇ ଦିନ ଧରି ଆୟୋଜିତ ମହାଯଜ୍ଞ ଉତ୍ସବରେ ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ । ମନ୍ଦିରର ମୁଖ୍ୟ ପୂଜକ ସୁରେନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ୫୫ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଉତ୍ସବରେ ମନ୍ଦିର ପରିଚାଳନା କମିଟିର ସଭାପତି ଦ୍ୱାରୀକା ନାଥ ସ୍ୱାଇଁ, ନିରଞ୍ଜନ ସାହୁ, ବିଚିତ୍ରାଥ ସ୍ୱାଇଁ, ନିରଞ୍ଜନ ସାହୁ, ବିଚିତ୍ରା ନନ୍ଦ କାପ, ଶରତ ଚନ୍ଦ୍ର ଜେନା, ରବିନ୍ଦ୍ର ଲେଙ୍କା, ନକୁଳ ପାଇକରାୟ, କୈଳାସ ସୁନ୍ଦରା, ବନଜ ସେନାପତି, ପ୍ରଶାନ୍ତ କୁମାର ରାଉତ, ବୁଲୁ ବଳବନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର