Saturday , April 1 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଓରିଫ୍ଲେମ୍ ପକ୍ଷରୁ ଜିଓରଦାନି ଗୋଲ୍ଡ ଡିଭାଇନ ଟଚ୍ କୁସନ୍ ଫାଉଣ୍ଡେଶନ ଏବଂ ଜିଓରଦାନି ଗୋଲ୍ଡ ଆଇକନିକ ଗ୍ରାଣ୍ଡ ମସକରାର ବଜାର ପ୍ରବେଶ

ଓରିଫ୍ଲେମ୍ ପକ୍ଷରୁ ଜିଓରଦାନି ଗୋଲ୍ଡ ଡିଭାଇନ ଟଚ୍ କୁସନ୍ ଫାଉଣ୍ଡେଶନ ଏବଂ ଜିଓରଦାନି ଗୋଲ୍ଡ ଆଇକନିକ ଗ୍ରାଣ୍ଡ ମସକରାର ବଜାର ପ୍ରବେଶ

ଭୁବନେଶ୍ୱର, ୨୭/୦୨/୨୦୨୧(ଓଡ଼ିଶା ସମାଚାର)-ଅଗ୍ରଣୀ ସୋସିଆଲ ସେଲିଂ ସୁଇଡିଶ୍ ବିୟୁଟି ବ୍ରାଣ୍ଡ୍ ଓରିଫ୍ଲେମ୍ ପକ୍ଷରୁ ସବୁବେଳେ ଉଚ୍ଚଗୁଣବତାଯୁକ୍ତ ପ୍ରାକୃତିକ ଉତ୍ପାଦ ଉପରେ ଗୁରୁତ୍ୱାରୋପ କରାଯାଇଥାଏ । ଓରିଫ୍ଲେମ୍ର ଜିଓରଦାନି ଗୋଲ୍ଡ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଇନଗ୍ରେଡିଏଂଟ କୁ ଅନ୍ତର୍ଭୁକ୍ତ କରାଯାଇଛି । ସମ୍ପ୍ରତି ଓରିଫ୍ଲେମ୍ ପକ୍ଷରୁ ଜିଓରଦାନି ଗୋଲ୍ଡ ଡିଭାଇନ ଟଚ୍ କୁସନ୍ ଫାଉଣ୍ଡେଶନ ଏବଂ ଜିଓରଦାନି ଗୋଲ୍ଡ ଆଇକନିକ ଗ୍ରାଣ୍ଡ ମସକରାର ବଜାର ପ୍ରବେଶ କରାଯାଇଛି ।
ଫିଦର-ଲାଇଟ୍ କିସ୍ ଜିଓରଦାନି ଗୋଲ୍ଡ ଡିଭାଇନ ଟଚ୍କୁ ସନ୍ ଫାଉଣ୍ଡେଶନ ଦ୍ୱାରା ସ୍କିନ୍ ଶିର୍, ମାଟିଫାଇଂ କଭର ଏବଂ ଗ୍ଲୋ ହେଲଦି ଲକିଂ ସ୍କିନ୍ ଉପଲବ୍ଧ ହୋଇଥାଏ । ଏଥିରେ ହାଇଲିରୋନିକ୍ ଏସିଡ୍ ରହିଛି । ଯାହାକି ଯୁବସୁଲଭ ତ୍ୱଚା ଉପଲବ୍ଧ କରାଇବାକୁ ସକ୍ଷମ ହୋଇଥାଏ । ଜିଓରଦାନି ଗୋଲ୍ଡ ଆଇକନିକ ଗ୍ରାଣ୍ଡ ମସକରା ଲାଶେସ୍, କୁଲ ଆଦି କରାଇବାକୁ ସକ୍ଷମ ହୋଇଥାଏ । ଯାହାକି ୧୯ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ । ଏହା ଭିଟାମିନ୍-ସିରେ ଭରପୁର । ଏହା ଲାଶେସ୍କୁ ଡ଼ଷ୍ଟ ହେବାରୁ ସୁରକ୍ଷିତ ରଖିଥାଏ । ଏହା ସହିତ ଇନଟେନସ୍ଲି ବ୍ଲାକ୍ ପିଗମେଂଟ୍ ଏବଂ ସିଲ୍କିି ସଫ୍ଟ ଅନୁଭବ ସୃଷ୍ଟି କରିଥାଏ ।
ଏହି ଅବସରରେ ଓରିଫ୍ଲେମ୍ ଦକ୍ଷିଣ ଏସିଆର ରିଜିଓନାଲ ମାର୍କେଟିଙ୍ଗ୍ର ବରିଷ୍ଠ ନିର୍ଦ୍ଧେଶକ ନବୀନ ଆନନ୍ଦ କହିଲେ, ଜିଓରଦାନି ଗୋଲ୍ଡ ଉପôାଦରେ ଓରିଫ୍ଲେମ୍ ବେଶ୍ ଖ୍ୟାତି ହାସଲ କରିପାରିଛି । ଗତ ୧୦ ବର୍ଷଧରି ଏହି ଉପôାଦ ବିଳାସପୂର୍ଣ୍ଣ ସାମଗ୍ରୀ ଗ୍ରାହକ ଆଦୃତି ଲାଭ କରିପାରିଛି । ଜିଓରଦାନି ଗୋଲ୍ଡ ଡିଭାଇନ ଟଚ୍ କୁସନ୍ ଫାଉଣ୍ଡେଶନ ଆପଣଙ୍କ ଶିର ଫରଫେକଶନ୍ ଦେବାକୁ ସକ୍ଷମ ହେବ । ସେହିପରି ଜିଓରଦାନି ଗୋଲ୍ଡ ଆଇକନିକ ଗ୍ରାଣ୍ଡ ମସକରା ଅଅନମ୍ୟାଚ୍ ଲେନ୍ଥ, ଭଲୁ୍ୟମ, ସେପାରେଶନ ଏବଂ କୁର୍ଲ ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଆମେ ନିଶ୍ଚିତ ଯେ, ଏହି ନୂତନ ଉତ୍ପାଦ ଆପଣଙ୍କ ଦୈନଦିନ ଜୀବନଶୈଳୀରେ ଆନନ୍ଦ ଭରିବା ସହିତ ଆପଣଙ୍କୁ ବିୟୁଟିର ଅତୁଳନୀୟ ଅଭିଜ୍ଞତା ପ୍ରଦାନ କରିବ । ଓଡ଼ିଶା ସମାଚାର

Leave a Reply

Your email address will not be published.