Sunday , April 2 2023
Breaking News
Home / ବିଶେଷ / କୁମୁରିସିଙ୍ଗା ଜଙ୍ଗଲରେ ଲାଗିଛି  ନିଆଁ

କୁମୁରିସିଙ୍ଗା ଜଙ୍ଗଲରେ ଲାଗିଛି  ନିଆଁ

 ଭୁବନ,୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଫରେଷ୍ଟ ରେଞ୍ଜ ତଥା ଏହି ବ୍ଲକ ଅନ୍ତର୍ଗତ କୁନିନ୍ଦା ପଂଚାୟତର କୁମୁରିସିଙ୍ଗା ଜଙ୍ଗଲରେ ଗୁରୁବାର ମଧ୍ୟାହ୍ନରେ କୌଣସି ଦୁର୍ବୃତ ନିଆଁ ଲଗାଇଦେଇ ଥିବାରୁ ଶହଶହ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଏ ସଂପର୍କରେ ଖବର ପାଇ ଭୁବନ ଫରେଷ୍ଟ ରେଞ୍ଜ ଅଫିସ ତରଫରୁ ଦମକଳ ବାହିନୀ ଓ ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ । ଓଡ଼ିଶା ସମାଚାର

 

Leave a Reply

Your email address will not be published.