କଟକ ୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ବୟାଳିଶ ମୌଜା ବିଜେପି ମଣ୍ଡଳ ପକ୍ଷରୁ କଟକ ସଦର ବ୍ଲକ ବୟାଳିଶ ମୌଜା ଉପକଣ୍ଠ ଠାକୁରସାହି ବରାଳ ଶ୍ରୀ ଶ୍ରୀ ନୀଳକଣ୍ଠନାଥ ମନ୍ଦିର ନିକଟରେ ପାଳିତ ହୋଇ ବୟାଳିଶ ମୌଜା ବିଜେପିର ସାଧାରଣ ସମ୍ପାଦକ ସ୍ବର୍ଗତ ଅଶୋକ ପ୍ରଧାନ ଓ ଯୁବସମାଜସେବୀ ସ୍ବର୍ଗତ ଅମୀୟ ପ୍ରଧାନଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳୀଦେବା ସହ ଓ ସମୂହ ଶୋକ ପାଳନ କରାଯାଇଛି । ଏହି ଶୋକସଭାରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ହୃଷିକେଶ ଜେନା, ଗୋକୁଳ ପ୍ରଧାନ,ଦୀପକ ଆଚାର୍ଯ୍ୟ,ରଶ୍ମି ରାଉଳ, ପ୍ରାଣକୃଷ୍ଣ ରାୟ, ସରୋଜ ସାସମଲ, ମହେଶ୍ୱର ପତି, ସନ୍ତୋଷ ସ୍ୱାଇଁ, ଅଲେଖ ଦାସ, ଜୟନ୍ତ ମାଝୀ,ସବିତା ଦାସ,ଇଂ.ଅଶୋକ ବିଶ୍ଵାଳ, କୃଷ୍ଣଚନ୍ଦ୍ର ମଲ୍ଲିକ,ଦେବଦତ୍ତ ତ୍ରିପାଠୀ,ଉମାକାନ୍ତ ମହାପାତ୍ର,ନିରଂଜନ ଭୋଇ,ପୀୟୂଷ ପରିଡ଼ା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଓଡିଶା ସମାଚାର