ତାରପୁର,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଦାମ ଚରଣ ପ୍ରଧାନଙ୍କର ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ ସଭାପତି ରାଧାକାନ୍ତ ମହାନ୍ତି, ବୈରାଗୀ ସାହୁ, ଜତିନ୍ଦ୍ର ନାଥ ଆଚାର୍ଯ୍ୟ, ଜଦୁନାଥ ଜେନା, ନିରଞ୍ଜନ ପାତ୍ର, ପରିକ୍ଷିତ ସ୍ୱାଇଁ, ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ମଂଚ ସଭାପତି ସୁରେଶ ଚନ୍ଦ୍ର ରାଉତ, ରାଜ୍ୟ ସଂଘ କୋଷାଧ୍ୟକ୍ଷ ଜୟ ପ୍ରକାଶ ପଣ୍ଡା, ଜିଲ୍ଲା ଶିକ୍ଷକ ସଂଘ ସଂପାଦକ ନିର୍ମଳେନ୍ଦୁ ସୋମ, ପାଟେଣୀ ଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତି କୁଅଁର, ଶିକ୍ଷାବିତ୍ ଶଦାଶିବ ବିଶ୍ୱାଳ ,ପୂର୍ବତନ ସରପଂଚ ପୁରୁଷୋତମ ଦାସ, ଶିକ୍ଷୟିତ୍ରୀ ମେନକା ସାହୁ, ସୁକାନ୍ତ କୁମାର ଦ୍ୱିବେଦୀ, ବିଜୟରାଜ ଲକ୍ଷ୍ମୀ, ସନ୍ତୋଷ କୁମାର ଦଳାଇ, ବିଭୁତି ଭୁଷଣ ମକଦମ, ଉମେଶ ଚନ୍ଦ୍ର ନାୟକ, ଯଜ୍ଞ ବଳ୍କ ମିଶ୍ର, ସଚିନ୍ଦ୍ରନାଥ ମହାନ୍ତି, ସଂଯୁକ୍ତା କୁମାରୀ ବେହେରା ପ୍ରମୁଖ ଗଭିର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନ ଜଣାଇଛନ୍ତି । ଓଡ଼ିଶା ସମାଚାର
Check Also
ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି
ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …