Thursday , March 23 2023
Home / ବିଶେଷ / ଜଇରାମ ସେଠୀଙ୍କ ଶ୍ରଦ୍ଧାଂଜଳି ସଭା 

ଜଇରାମ ସେଠୀଙ୍କ ଶ୍ରଦ୍ଧାଂଜଳି ସଭା 

ରଘୁନାଥପୁର ୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସ୍ୱର୍ଗତ ଜଇରାମ ସେଠୀଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ତାଙ୍କ ସୁପୁତ୍ର ଯୁଦ୍ଧିଷ୍ଠିର ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶ୍ରାଦ୍ଧ ବାର୍ଷିକ ରେ ଆଇନ ତଥା ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜଗତସିଂହପୁର ସାଂସଦ ଡ଼ କୁଳମଣି ସାମଲ, ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ରଘୁନାଥପୁର ଜୋନ ୨ ଜିଲା ପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ର , ବିଶ୍ୱ ଓଡ଼ିଆ ସଂଘ ସଭାପତି ଡ଼ ସୁରେନ୍ଦ୍ର ନାଥ ମହାପାତ୍ର , ବିଜେଡ଼ି ନେତା ରମାକାନ୍ତ ଭୋଇ, ବିଜେପି ବିଧାୟକ ପ୍ରାର୍ଥୀ ରାଜ କିଶୋର ବେହେରା, କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବୀ ମଲିକ, କଂଗ୍ରେସ ନେତ୍ରୀ ପ୍ରତିମା ମଲିକ , ରଘୁନାଥପୁର ଜୋନ ୧ ଜିଲାପରିଷଦ ସଭ୍ୟ ଅଶୋକ କୁମାର ମହାରଣା ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ । ଶେଷରେ ପୁତ୍ରବଧୁ ବବିତା ରାଣୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାରପୁର ସମିତି ସଭ୍ୟ ସରୋଜ କୁମାର ଦାସ, ତାରାକାନ୍ତ ଜେନା,ଜାନକୀ  ବଲଭ ସ୍ୱାଇଁ, ବିଏନ ଅର୍ପଣ, ସଂଜୟ ମଲିକ, ଅନ୍ତର୍ଯ୍ୟାମୀ ସାମଲ,କୁଂଜ ବିହାରୀ ସ୍ୱାଇଁ, ରବିନ୍ଦ୍ର ନାଥ ବିଶ୍ୱାଳ,ଗୌତମ ପାଲିତ,ରବିନ୍ଦ୍ର ନାଥ ସ୍ୱାଇଁ, ଶାନ୍ତି ଲତା ଦ୍ୱିବେଦୀ, ଚେଯଧୁରୀ ଇନ୍ଦୁଭୁଷଣ ଲେଙ୍କା,ଅକ୍ଷୟ ସ୍ୱାଇଁ, ଶିବରାମ ସାହୁ, ସରପଂଚ ସୂର୍ଯ୍ୟନାରାୟଣ ନାୟକ, ସମିତି ସଭ୍ୟା କାଦମ୍ବିନୀ ସ୍ୱାଇଁ, ଦିଲିପ କୁମାର ସ୍ୱାଇଁ, ଅନିଲ ମହାନ୍ତି , ପ୍ରଦୀପ୍ତ ମହାନ୍ତି , ରଘୁନାଥପୁର ଆତ୍ମା ଅଧ୍ୟକ୍ଷ ପରମାନନ୍ଦ ସ୍ୱାଇଁ, ମହମଜମଦ ଇଲିଆସ ଖାଁ, ଭାସ୍କର ପଟ୍ଟନାୟକ, ସରପଂଚ ପ୍ରମୋଦ ଜେନା, ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.