Thursday , March 23 2023
Home / ତାଜା ଖବର / ସାଲେପୁର ଭାତପଡାନିକଟରେ ସଡକ ଦୁର୍ଘଟଣା

ସାଲେପୁର ଭାତପଡାନିକଟରେ ସଡକ ଦୁର୍ଘଟଣା

ସାଲେପୁର,୨୧/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଭାତପଡା ଛକ ନିକଟରେ ସଡକ ଦୁର୍ଘଟଣାରେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଟାଟା ଏସି ଓ ଅଟୋ ମଧ୍ୟରେ ହୋଇଥିଲା ଧକ୍କା। ଧକ୍କା ସମୟରେ ଏକ କାର ବ୍ରେକ ମାରି ଅଟକିବା ସମୟରେ ପଛପଟୁ ଆସୁଥିବା ଟ୍ରକ କାର କୁ ଦେଇଥିଲା ଧକ୍କା। ଘଟଣା ସ୍ଥଳରେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.