Saturday , April 1 2023
Breaking News
Home / ତାଜା ଖବର / ଆଖୁବୋଝଇ ଟ୍ରକ ଓଲଟି ଡ୍ରାଇଭର ଆହତ

ଆଖୁବୋଝଇ ଟ୍ରକ ଓଲଟି ଡ୍ରାଇଭର ଆହତ

ସାଲେପୁର,୨୦/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଆଜି ମଧ୍ୟାହ୍ନରେ ଏକ ଆଖୁବୋଝଇ ଟ୍ରକ ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ଦାମୋଦରପୁର- ସମିତଙ୍ଗା ରାସ୍ତା ରେ ଓଲିଟିପିଡ଼ିବାରୁ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ପୁରୁଣାହାଟ ପଞ୍ଚାୟତ ସମିତଙ୍ଗା ଗ୍ରାମର ବଟେଇହୁଡା ନିକଟରେ ଆଖୁକିଆରି ରୁ  ଆଖୁବୋଝଇ କରି ରାସ୍ତାଉପରକୁ ଉଠୁଥିବା ବେଳେ ଏକ ଗଛଡାଳରେ ଲାଗିଗିବାରୁ ଭାରଶାମ୍ୟ ହରାଇ ଓଲିଟିପିଡ଼ିଥିଲା। ସ୍ଥାନୀୟଲୋକେ ଡ୍ରାଇଭର କୁ ଉଦ୍ଧାର କରି ଡାକ୍ତର  ଖାନାକୁ ପଠାଇଥିବା ଜଣାପଡିଛି।( ୪୦୭)ଟ୍ରକ ର ନମ୍ବର ଓ.ଆର ୦୫ ଏ.ୟୁ-୩୫୨୬ ବୋଲି ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.