କେନ୍ଦ୍ରାପଡା,୧୯/୦୨/୨୦୨୧ (ଓଡ଼ିଶା ସମାଚାର)-ମୈାଲାନା ଫାରୁକ କାସମି ହେଲେ ଜମିଆତୁଲ ଓଲେମାର ରାଜ୍ୟ ଅଧ୍ୟକ୍ଷ । ଗତ ୧୨ତାରିଖରେ ପୂର୍ବତନ ଅଧ୍ୟକ୍ଷ ମୈାଲାନା ଜଲାଲ କାସମିଙ୍କ ପରଲୋକ ହେବା ପରେ ମୈାଲାନା ଫାରୁକ କାସମି ଓଡିଶା ଜମିଆତୁଲ ଓଲେମାର ରାଜ୍ୟ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏଥିନିମନ୍ତେ ପୂର୍ବତନ କାଉନସିଲର ହିବଜୁର ରହେମାନ, ବିଜେପିର ବରିଷ୍ଠ ନେତା ମହମ୍ମଦ ସଲୀମ ଖାନ ଓ ସାମ୍ବାଦିକ ମୀର ଆବୁ ଓବେଦା ପ୍ରମୁଖ ତାଙ୍କୁ ସ୍ୱାଗତ କରିଛନ୍ତି । ଓଡ଼ିଶା ସମାଚାର
Check Also
ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ
ଫୁଲବାଣୀ ୨୨/୦୫/୨୦୨୨( ଓଡ଼ିଶା ସମାଚାର )- ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପି ଭିନୀତ ଅଗ୍ରଓ୍ୱାଲଙ୍କ ନିକଟରେ …