Friday , May 20 2022
Home / କୃଷି / ୩ଟି କୃଷକ ବିରୋଧୀ କଳା ଆଇନ ଓ ବିଦୁ୍ୟତ ବିଲ ପ୍ରତ୍ୟାହାର ଦାବିରେ ରେଳରୋକ ଆଜି

୩ଟି କୃଷକ ବିରୋଧୀ କଳା ଆଇନ ଓ ବିଦୁ୍ୟତ ବିଲ ପ୍ରତ୍ୟାହାର ଦାବିରେ ରେଳରୋକ ଆଜି

କେନ୍ଦ୍ରାପଡା,୧୮/୦୨/୨୦୨୧ (ଓଡ଼ିଶା ସମାଚାର)-୩ଟି କୃଷକ ବିରୋଧୀ କଳା ଆଇନ ଓ ବିଦୁ୍ୟତ ବିଲ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ଚାଲ କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଆସନ୍ତା ଗୁରୁବାର ଦିନ ୧୨ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପି ରେଳରୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହିକ୍ରମରେ କେନ୍ଦ୍ରାପଡା ଜିଲ୍ଲା ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି ପକ୍ଷରୁ ସ୍ଥାନୀୟ ଦୁହୁରିଆସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ରେଳରୋକ କରାଯିବ ବୋଲି ସମନ୍ୱୟ ସମିତିର ଆବାହକ ଗୟାଧର ଧଳ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଚିକିତ୍ସା ଶିବିର

କନ୍ଧମାଳ,୧୩/୦୫/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦/୭୦ ଜଣ ଅକ୍ଷମ ( ଭିନ୍ନକ୍ଷମ ) …

Leave a Reply

Your email address will not be published. Required fields are marked *