Saturday , April 1 2023
Breaking News
Home / କୃଷି / ୩ଟି କୃଷକ ବିରୋଧୀ କଳା ଆଇନ ଓ ବିଦୁ୍ୟତ ବିଲ ପ୍ରତ୍ୟାହାର ଦାବିରେ ରେଳରୋକ ଆଜି

୩ଟି କୃଷକ ବିରୋଧୀ କଳା ଆଇନ ଓ ବିଦୁ୍ୟତ ବିଲ ପ୍ରତ୍ୟାହାର ଦାବିରେ ରେଳରୋକ ଆଜି

କେନ୍ଦ୍ରାପଡା,୧୮/୦୨/୨୦୨୧ (ଓଡ଼ିଶା ସମାଚାର)-୩ଟି କୃଷକ ବିରୋଧୀ କଳା ଆଇନ ଓ ବିଦୁ୍ୟତ ବିଲ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ଚାଲ କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଆସନ୍ତା ଗୁରୁବାର ଦିନ ୧୨ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପି ରେଳରୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହିକ୍ରମରେ କେନ୍ଦ୍ରାପଡା ଜିଲ୍ଲା ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି ପକ୍ଷରୁ ସ୍ଥାନୀୟ ଦୁହୁରିଆସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ରେଳରୋକ କରାଯିବ ବୋଲି ସମନ୍ୱୟ ସମିତିର ଆବାହକ ଗୟାଧର ଧଳ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.