Saturday , April 1 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ରେଲୱେ ରେକ୍ ପରିଚାଳନାରେ ପାରାଦ୍ୱୀପ ବନ୍ଦର ରେକର୍ଡ

ରେଲୱେ ରେକ୍ ପରିଚାଳନାରେ ପାରାଦ୍ୱୀପ ବନ୍ଦର ରେକର୍ଡ

ପାରାଦ୍ୱୀପ ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ଭିତିିଭୂମୀ ବିକାଶ ଯୋଗୁଁ ବନ୍ଦର ଗୋଟିଏ ପରେ ଗୋଟିଏ ରେକର୍ଡ କିର୍ତୀମାନ ସ୍ଥାପନ କରି ଚାଲିଛି । ପଣ୍ୟ କାରବାର, ଜାହଜ ଚଳାଚଳ ଇତ୍ୟାଦି କ୍ଷେତ୍ରରେ ପାରାଦ୍ୱୀପ ବନ୍ଦର ଦେଶର ପ୍ରଥମ ବନ୍ଦର ଆଡକୁ ଅଗ୍ରସର ହେଉଥିବା ବେଳେ ଫେବୃଆରୀ ୧୭,୨୦୨୧ରେ ରେଲ୍ୱେ ରେକ ଲୋଡିଂ ରେ ଆଉ ଏକ କିର୍ତୀମାନ ସ୍ଥାପନ କରିଛି । ଏହି କ୍ରମରେ ୬୩ଟି ରେକ୍ ପରିଚାଳନା କରି ପୂର୍ବ ବର୍ଷର ୫୭ ରେକର୍ଡକୁ ଅତିକ୍ରମ କରି ପାରାଦ୍ୱୀପ ବନ୍ଦର ଏହି କିର୍ତୀମାନ ସ୍ଥାପନ କରିଥିବା ବନ୍ଦର ସୂତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର

Leave a Reply

Your email address will not be published.