କଳାହାଣ୍ଡି ,୧୭/୦୨/୨୦୨୧(ଓଡ଼ିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୁଣଗୋନିୟା ନିକଟରେ ଏକ ହାୱା ସହିତ ଏକ ବାଇକ ଧକା ହେବା ଫଳରେ ରେ ଜଣେ ମୃତ । ମୃତକ ଜଣକ ଧର୍ମଗଡ଼ ଥାନା ଅଧିନସ୍ଥ କାକରୀଗାଁ ର ଦେବେନ୍ଦ୍ର ରଣା (୩୦)ବୋଲି ଜଣାଅପଡ଼ିଛି । ପରିବାର ଲୋକେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳ ରେ ଜୟପାଟଣା ପୋଲିସ ପହଂଚି ତଦନ୍ତ କରୁଛି । ଓଡିଶା ସମାଚାର