Saturday , May 21 2022
Breaking News
Home / ତାଜା ଖବର / ହାୱା ଧକାରେ ବାଇକ ଆରୋହୀ ଙ୍କ ମୃତ୍ୟୁ

ହାୱା ଧକାରେ ବାଇକ ଆରୋହୀ ଙ୍କ ମୃତ୍ୟୁ

କଳାହାଣ୍ଡି ,୧୭/୦୨/୨୦୨୧(ଓଡ଼ିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୁଣଗୋନିୟା ନିକଟରେ ଏକ ହାୱା ସହିତ ଏକ ବାଇକ ଧକା ହେବା ଫଳରେ  ରେ  ଜଣେ ମୃତ । ମୃତକ ଜଣକ  ଧର୍ମଗଡ଼ ଥାନା ଅଧିନସ୍ଥ କାକରୀଗାଁ ର ଦେବେନ୍ଦ୍ର ରଣା (୩୦)ବୋଲି ଜଣାଅପଡ଼ିଛି । ପରିବାର ଲୋକେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳ ରେ ଜୟପାଟଣା ପୋଲିସ ପହଂଚି ତଦନ୍ତ କରୁଛି । ଓଡିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *