ଭୁବନେଶ୍ୱର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଆସନ୍ତା କାଲି ସୋମବାର ୧୫ ତାରିଖ ଓ ମଙ୍ଗଳବାର ୧୬ ତାରିଖ ଦୁଇ ଦିନ ସ୍କୁଲ ବନ୍ଦ ରହିବ । ୧୫ ତାରିଖରେ କଂଗ୍ରେସ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଥିବାରୁ ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଗୁଡ଼ିକ ବନ୍ଦ ରହିବ । ସେହିପରି ୧୬ ତାରିଖ ସରସ୍ୱତୀ ପୂଜା ପାଇଁ ସ୍କୁଲ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଓଡ଼ିଶା ସମାଚାର