Tuesday , March 28 2023
Breaking News
Home / ତାଜା ଖବର / ସୋମବାର ବସ ଚଳାଚଳ ବନ୍ଦ ରହିବ

ସୋମବାର ବସ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)-ଆସନ୍ତା କାଲି ସୋମବାର ୧୫ ତାରିଖ ରାଜ୍ୟରେ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବ । ଆସନ୍ତା କାଲି କଂଗ୍ରେସ ଦଳ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଥିବାରୁ ଏହି ବନ୍ଦ କୁ ଲକ୍ଷ ରଖି ରାଜ୍ୟରେ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.