Thursday , March 23 2023
Home / ରାଜନୀତି / ବିଜୁ ଯୁବ ଜନତା ଦଳର ଡ଼ିଜିଟାଲ ୱାର୍କସପ୍ 

ବିଜୁ ଯୁବ ଜନତା ଦଳର ଡ଼ିଜିଟାଲ ୱାର୍କସପ୍ 

ଗରଦପୁର, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବିଜୁ ଯୁବ ଜନତା ଦଳର ଡ଼ିଜିଟାଲ ୱାର୍କସପ୍ ଆଜି ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ୱାର୍କସପ୍ ରେ ବିଜେଡ଼ି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା, ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ, ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ସୁଦୀପ୍ତ କେଶରୀ ସାମଲ , ବିଶ୍ୱ ରଂଜନ ଦାସ, ଗରଦପୁର ଆଇଟି ସଂଯୋଜକ ଆଲୋକ କୁମାର ମାହାଳୀ, ବ୍ଲକ୍ ଯୁବ ସଭାପତି ପୂର୍ଣ୍ଣଜିତ ବରାଳ,ଜିଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଗୌରାଙ୍ଗ ପରିଡ଼ା, ରାକେଶ ସେଠୀ, ଜିଲା ଉପସଭାପତି ଜୟଦେବ ପରିଡ଼ା ପ୍ରମୁଖ ଯୁବ ନେତୃ ମଣ୍ଡଳୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ଡ଼ିଜିଟାଲ ୱାର୍କସପ୍ ରେ ଅଂଶ ଗ୍ରହଣ କରିଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.