Saturday , May 28 2022
Breaking News
Home / ରାଜନୀତି / ବିଜୁ ଯୁବ ଜନତା ଦଳର ଡ଼ିଜିଟାଲ ୱାର୍କସପ୍ 

ବିଜୁ ଯୁବ ଜନତା ଦଳର ଡ଼ିଜିଟାଲ ୱାର୍କସପ୍ 

ଗରଦପୁର, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବିଜୁ ଯୁବ ଜନତା ଦଳର ଡ଼ିଜିଟାଲ ୱାର୍କସପ୍ ଆଜି ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ୱାର୍କସପ୍ ରେ ବିଜେଡ଼ି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା, ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ, ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ସୁଦୀପ୍ତ କେଶରୀ ସାମଲ , ବିଶ୍ୱ ରଂଜନ ଦାସ, ଗରଦପୁର ଆଇଟି ସଂଯୋଜକ ଆଲୋକ କୁମାର ମାହାଳୀ, ବ୍ଲକ୍ ଯୁବ ସଭାପତି ପୂର୍ଣ୍ଣଜିତ ବରାଳ,ଜିଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଗୌରାଙ୍ଗ ପରିଡ଼ା, ରାକେଶ ସେଠୀ, ଜିଲା ଉପସଭାପତି ଜୟଦେବ ପରିଡ଼ା ପ୍ରମୁଖ ଯୁବ ନେତୃ ମଣ୍ଡଳୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ଡ଼ିଜିଟାଲ ୱାର୍କସପ୍ ରେ ଅଂଶ ଗ୍ରହଣ କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

ଶିବାଜୀ ପଟ୍ଟନାୟକଙ୍କ ପ୍ରତି ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ,୨୩/୦୫/୨୦୨୨( ଓଡ଼ିଶା ସମାଚାର )-ବର୍ଷିୟାନ କମ୍ୟୁନିଷ୍ଟ ନେତା, ସି.ପି.ଆଇ.(ଏମ୍)ର ପୂର୍ବତନ କେନ୍ଦ୍ର କମିଟି ସଭ୍ୟ, ରାଜ୍ୟ କମିଟି ସମ୍ପାଦକ …

Leave a Reply

Your email address will not be published. Required fields are marked *