Wednesday , March 29 2023
Home / ତାଜା ଖବର / ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକା – ଜଣେ ମୃତ

ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକା – ଜଣେ ମୃତ

କଳାହାଣ୍ଡି ,୧୩/୦୨/୨୦୨୧ (ଓଡିଶା ସମାଚାର / ସଂଜୟ ସିଂହ )- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଦରଲୀପଡା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏକ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକା ହୋଇଥିବା ବେଳେ ବାଇକ ଆରୋହି ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ। ଓଡିଶା ସମାଚାର

 

 

 

Leave a Reply

Your email address will not be published.