Friday , May 20 2022
Home / ତାଜା ଖବର / ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକା – ଜଣେ ମୃତ

ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକା – ଜଣେ ମୃତ

କଳାହାଣ୍ଡି ,୧୩/୦୨/୨୦୨୧ (ଓଡିଶା ସମାଚାର / ସଂଜୟ ସିଂହ )- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଦରଲୀପଡା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏକ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକା ହୋଇଥିବା ବେଳେ ବାଇକ ଆରୋହି ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ। ଓଡିଶା ସମାଚାର

 

 

 

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *