ପାରାଦୀପ ୧୧/୦୨/୨୦୨୧ (ଓଡ଼ିଶା ସମାଚାର)- ଓଡିଶା ଭଲିବଲ ଆସୋସିଏସନ୍ ଦ୍ୱାରା ଆୟୋଜନ ହେବାକୁ ଥିବା ସିନିୟର ଆନ୍ତ ଜିଲ୍ଲା ଭଲିବଲ ଟିମ୍ ପାଇଁ ପାରାଦୀପ ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ଫେବୃଆରୀ ୧୭ତାରିଖ ଅପରାହ୍ନ ୩ଟା ସମୟରେ ପୁରୁଷ ବିଭାଗ ଓ ୧୮ତାରିଖ ଅପରାହ୍ନ ୩ଟା ସମୟରେ ମହିଳା ବିଭାଗର ଚୟନ ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଇଚ୍ଛୁକ ଖେଳାଳୀମାନେ ନିର୍ଦ୍ଧିଷ୍ଟ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଏହି ଚୟନ ପ୍ରକ୍ରିଆରେ ଅଂଶଗ୍ରହଣ କରିବାକୁ ଭଲିବଲ ପାରାଦୀପ ଜିଲ୍ଲା ପକ୍ଷରୁ ସୂଚନା ଦେଇଛନ୍ତି । ଓନିଶା ସମାଚାର
Check Also
ସୁନିଲ୍ ମେମୋରିଆଲ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଵସ୍ତପଡା କ୍ରିକେଟ – ୨୦୨୨ ଉଦଯାପିତ, ଭୂଵନେଶ୍ୱର ରୟାଲ ଟିମ୍ ଵିଜୟୀ
କଟକ ସଦର, ୧୪/୦୩/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵସ୍ତପଡା କ୍ରିକେଟ କ୍ଲବ ୨୦୨୨ ପକ୍ଷରୁ ସୁନିଲ୍ …