Sunday , April 2 2023
Breaking News
Home / ବିଶେଷ / ସିଦ୍ଧ ସ୍ୱାମିଜୀଙ୍କ ସ୍ମୃତି ଦିବସ ପାଳିତ

ସିଦ୍ଧ ସ୍ୱାମିଜୀଙ୍କ ସ୍ମୃତି ଦିବସ ପାଳିତ

ରଘୁନାଥପୁର,୯/୦୨/୨୦୨୧ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ସିଦ୍ଧ ପରିବାର ପକ୍ଷରୁ ଉତରକୂଳ,ମୁଗୁରିଆ ସିଦ୍ଧ ସେବା କେନ୍ଦ୍ରର ଆୟୋଜନରେ ସର୍ବେପ୍ରଥମେ ସିଦ୍ଧ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଅନୁଷ୍ଠିତ ସ୍ମୃତି ସଭାରେ ଜଗତସିଂହପୁର ସିଦ୍ଧ ପରିବାର ସଭାପତି ନିରଞ୍ଜନ ପଣ୍ଡା, ଇଣ୍ଡକ୍ଟର ଯଦୁନାଥ ଜେନା, ନିରଞ୍ଜନ ନାୟକ, ଗୁରୁଚରଣ ମହାପାତ୍ର, ଧନେଶ୍ୱର ଦାସ, ଅଜୟ ବେହେରା ପ୍ରମୁଖ ଯୋଗଦେଇ ସିଦ୍ଧ ସ୍ୱାମୀ ହରିଦାସଙ୍କର ପ୍ରବର୍ତୀତ ସିଦ୍ଧି ମାର୍ଗ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ମହେନ୍ଦ୍ରନାଥ ମହାନ୍ତି, ଜୟଇରାମ ସାମଲ, ଖଗେଶ୍ୱର ବେହେରା, ସଙ୍କର ଜେଠୀ, ବିରବର ନାୟକ, ଆର୍ତତ୍ରାଣ ଖଟୁଆ, ଧ୍ରୁବ ଦଳାଇ, ଧରଣିଧର ବେହେରା, ଶଶି ଭୁଷଣ ମହାନ୍ତି, ଭାରତୀ ବେହେରା, ରତ୍ନମଞ୍ଜରି ମହାନ୍ତି, ନିରୁପମା ନାୟକ, ଅଶୋକ ସାହୁ, ସୁଦାମ ନାୟକ, ବିପିନ ଦାସ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.