Thursday , March 23 2023
Home / ତାଜା ଖବର / ପୋଖରୀ ରେ ବୁଡ଼ି ଯୁବକ ମୃତ

ପୋଖରୀ ରେ ବୁଡ଼ି ଯୁବକ ମୃତ

କିଶନ ନଗର,୦୮/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କିଶନ ନଗର ଥାନା ଅଧୀନ ଶାମନ୍ତରାପୁର ଅଞ୍ଚଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତକ ଯୁବକ ହେଲେ ଚିନ୍ତାମଣି ବେହେରା। ସକାଳୁ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସି ଜାଇ ନିଖୋଜ ହୋଇଯାଇଥିଲେ । ବହୁତ୍ ଖୋଜା ଖୋଜି ପରେ ଚିନ୍ତାମଣି ବେହେରାଙ୍କ ମୃତ ଦେହ ପାଖ ପୋଖରୀ ନିକଟରୁ ପଡୋଶୀ ମାନେ ଦେଖି ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ କିଶନନଗର ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.