Saturday , September 25 2021
Breaking News
Home / ବିଶେଷ / ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ଅଭିଯୁକ୍ତଙ୍କ ଠାରୁ ୫ହଜାର ଜୋରିମାନା ଆଦାୟ

ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ଅଭିଯୁକ୍ତଙ୍କ ଠାରୁ ୫ହଜାର ଜୋରିମାନା ଆଦାୟ

କେନ୍ଦ୍ରାପଡା,୦୭/୦୨/୨୦୨୧(ଓଡ଼ିଶା ସମାଚାର)-ଶୁକ୍ରବାର ରାତିରେ ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ୨ଜଣ ଯୁବକ ଓ ଜଣେ ଯୁବତୀଙ୍କ ଠାରୁ ସଦର ଥାନା ପୋଲିସ ୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି ।  ଅଭିଯୋଗ ଅନୁଯାଇ ଗାଡିନମ୍ବର – ଓଡି- ୦୨- ଏଜେଡ- ୮୨୩୩ ବିଶିଷ୍ଟ କାରରେ ୨ଜଣ ଯୁବକ ଓ ଜଣେ ଯୁବତୀ ଏକ ବିବାହରେ ଯୋଗ ଦେବାକୁ ଆସିଥିବା ବେଳେ ଗତ ଶୁକ୍ରବାର ରାତିରେ ସଦର ଥାନା ଅଂଚଳର ଏକ  ରାସ୍ତାଉପରେ ମଦପିଇ ପାଟିତୁଣ୍ଡ କରୁଥିଲେ । ଏସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ସଦର ଥାନା ପୋଲିସ ସେମାନଙ୍କୁ ଥାନାକୁ ଆଣିବା ସହ ସେମାନଙ୍କ ଠାରୁ ୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେଙ୍କାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ …

Leave a Reply

Your email address will not be published. Required fields are marked *