Sunday , May 29 2022
Home / ବିଶେଷ / ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା କାର

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା କାର

ସାଲେପୁର,୦୬/୦୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )ଆଜି ସକାଳ୮ଟା ସମୟରେ କଟକ ରୁ କେନ୍ଦ୍ରାପଡା ଯାଉଥିବା ଏକ ମାରୁତି  ସ୍ୱିଇପି୍ଟ ଡ଼ିଜାର କାର ଭାରସାମ୍ୟ  ହରାଇ କଳାଗ୍ନି ନିକଟ ରାସ୍ତା ପାର୍ଶ୍ୱ  ପାଟନାଳୀ କଡ଼କୁ ଖସିଯାଇଥିଲା । ଫଳରେ ୪  ଜଣ ଆହତ ହୋଇଥିବା ଜଣାପଡିଛି।ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ତଦନ୍ତ କରୁଛି। ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *