ସାଲେପୁର,୦୬/୦୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )ଆଜି ସକାଳ୮ଟା ସମୟରେ କଟକ ରୁ କେନ୍ଦ୍ରାପଡା ଯାଉଥିବା ଏକ ମାରୁତି ସ୍ୱିଇପି୍ଟ ଡ଼ିଜାର କାର ଭାରସାମ୍ୟ ହରାଇ କଳାଗ୍ନି ନିକଟ ରାସ୍ତା ପାର୍ଶ୍ୱ ପାଟନାଳୀ କଡ଼କୁ ଖସିଯାଇଥିଲା । ଫଳରେ ୪ ଜଣ ଆହତ ହୋଇଥିବା ଜଣାପଡିଛି।ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ତଦନ୍ତ କରୁଛି। ଓଡ଼ିଶା ସମାଚାର