Thursday , March 23 2023
Home / ବିଶେଷ / ଭବାନୀପାଟଣା ସହରରେ ଜଣେ ନାବାଳକିଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ ଯୌନ ନିର୍ୟ୍ୟାତନା ଦେଇ ଯୁବକ ଗିରଫ

ଭବାନୀପାଟଣା ସହରରେ ଜଣେ ନାବାଳକିଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ ଯୌନ ନିର୍ୟ୍ୟାତନା ଦେଇ ଯୁବକ ଗିରଫ

କଳାହାଣ୍ଡି ,୦୫/୦୨/ ୨୦୨୧( ଓଡିଶା ସମାଚାର /ସଂଜୟ ସିଂହ )- ଭବାନୀପାଟଣା ଟାଉନ୍ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ ଯୌନ ନିର୍ୟ୍ୟାତନା ଓ ଧମକ ଦେଇ ଜଣେ ୨୬ ବର୍ଷିୟ ଯୁବକ ଥାନାରେ ଅଟକ । ପ୍ରାପ୍ତ ଖବର ଅନୁଯାୟୀ ଯୁବକ ଜଣଙ୍କ ହେଉଛନ୍ତି ନୟାଗଡ ଜିଲ୍ଲା ଦଶପଲା ଥାନା ଅନ୍ତର୍ଗତ ପୋଡାବାଇ ଗ୍ରାମର ଜିତେନ୍ଦ୍ର ବେହେରା ବୋଲି ଜଣାପଡିଛି । କେସ୍ ନମ୍ବର ୪୬ ଧାରା ୪୨୯,୫୦୬,୫୦୭,୫୦୯ ଓ ପୋକସୋ ୨୦୧୨ ଅନୁଯାୟୀ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.