କେନ୍ଦ୍ରାପଡା, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ବଡହାଟସ୍ଥିତ ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁହୁରିଆସ୍ଥିତ କୁଷ୍ଠ କଲୋନୀରେ ଅନ୍ତେବାସୀମାନଙ୍କୁ ଶୀତବସ୍ତ କମ୍ବଳ ବଂଟନ କରାଯାଇଛି । ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଓ ସଦସ୍ୟ ଚିତରଞ୍ଜନ ଦାସ କଲୋନୀବାସୀଙ୍କୁ କମ୍ବଳ ବଂଟନ କରିଥିଲେ । ଓଡ଼ିଶା ସମାଚାର