ନିରାକାରପୁର, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧାସ୍ଥିତ ମା ବରୁଣେଇ ପୀଠରେ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀର ୧୯୮୯ବ୍ୟାଚର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ଏହି ଚତୁର୍ଥ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହ ଯୋଗ ଦେଇ ଭାବର ଆଦାନ ପ୍ରଦାନ କରିଥିଲେ । ସୁକାନ୍ତ କୁମାର ସାହୁ, ଧନେଶ୍ୱର ଭଞ୍ଜ, ରଜତ କୁମାର କର, ଶ୍ରୀନିବାସ ପଟ୍ଟନାୟକ, ଅଳକା ମିଶ୍ର, ଦୀପକ ପ୍ରଧାନ, ଶ୍ରୀକ୍ରିଷ୍ଣ ମହାପାତ୍ର, ସୁଧାଂଶୁ ବଳିୟାରସିଂହ, କଳିଙ୍ଗ ରାଉତ ଓ ବିଦ୍ୟାଂଶୁ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର