Monday , March 20 2023
Breaking News
Home / ଶିକ୍ଷା / ଗରଦପୁର ନୂତନ ସହ ଶିକ୍ଷାଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗରଦପୁର ନୂତନ ସହ ଶିକ୍ଷାଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗରଦପୁର ୦୪/୦୨/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଯୋଗ ଦେଇଥିବା ସହ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗତିକୃଷ୍ଣ ଦାସ ଙ୍କୁ ଗରଦପୁର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ମହେଶ୍ୱର ପାଣି ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ, ଏବଂ ସଂଘ ର କର୍ମକର୍ତା ଓ ସି.ଆର.ସି.ସି ଶିକ୍ଷକ ବିବେକାନନ୍ଦ ମିଶ୍ର, ଗୌରାଙ୍ଗ ଚରଣ ରଥ, ଅଭୟ କୁମାର ଜେନା, ନିଗମାନନ୍ଦ ରାଉତରାୟ, ରଜତ କୁମାର ମହାନ୍ତି, ଶିଶିର କୁମାର ଦାସ, ପ୍ରମୋଦ କୁମାର ସାମନ୍ତରାୟ, ସରୋଜକାନ୍ତ ଦାଶ, ଗଙ୍ଗାଧର ଦଳାଇ, ସୁକାନ୍ତ କୁମାର ବେହେରା, ବିଜୟ କୁମାର ରାଉତ, ଅରୁଣ କୁମାର ଦାସ, କରୁଣାକର ସେଠୀ, ଅଜୟ  କୁମାର ମହାପାତ୍ର, ରବିନ୍ଦ୍ର ସୁନ୍ଦର ନାୟକ ଓ ନୃସିଂହ ଚରଣ ସେନାପତି ପ୍ରମୁଖ ଙ୍କ ଉପସ୍ଥିତି ରେ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.