Thursday , March 23 2023
Home / ରାଜନୀତି / ସାଲେପୁର ରେ ବିଜେପି ପକ୍ଷରୁ ଗଣଧାରଣା

ସାଲେପୁର ରେ ବିଜେପି ପକ୍ଷରୁ ଗଣଧାରଣା

ସାଲେପୁର,୦୩/୦୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା):ସାଲେପୁର ବ୍ଲକ ର ମାଳ ପଂଚାୟତ ର ବିଭିନ୍ନ ପ୍ରକଳ୍ପ ର  ଶୁଭ ଶିଳାନ୍ୟାଶ  ଉଦ୍ଘାଟନୀ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ ଉତ୍ସବ ପାଳନ  ଅବସରରେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିବାରୁ ମାହଙ୍ଗା ଡବଲ ମର୍ଡର ଘଟଣା ରେ ମନ୍ତ୍ରୀ ଶ୍ରୀ ଜେନା ଙ୍କୁ ବହିଷ୍କାର ଓ ସରକାରୀ କାର୍ଯ୍ୟକ୍ରମ ରୁ ଦୁରେଇ ରଖି ତଦନ୍ତ ପରିସର କୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ କୁ ବିରୋଧ କରି ଆଜି ସାଲେପୁର ଥାନା ସମ୍ମୁଖ ରେ ବିଜେପି ପକ୍ଷରୁ କଳାବ୍ୟାଚ ଧାରଣ କରି ନିରବ ଧାରଣା ଦିଆଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.