Saturday , April 1 2023
Breaking News
Home / ରାଜନୀତି / ବାବୁଜଙ୍ଗ ପଂଚାୟତର ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ମହାନ୍ତି କଟକ ଜିଲା ବିଜୁ ଜନତା ଦଳର ନୂତନ ଉପସଭାପତି ଭାବେ ମନୋନୀତ 

ବାବୁଜଙ୍ଗ ପଂଚାୟତର ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ମହାନ୍ତି କଟକ ଜିଲା ବିଜୁ ଜନତା ଦଳର ନୂତନ ଉପସଭାପତି ଭାବେ ମନୋନୀତ 

ରଘୁନାଥପୁର,୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ବାବୁଜଙ୍ଗ ପଂଚାୟତର ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ମହାନ୍ତି କଟକ ଜିଲା ବିଜୁ ଜନତା ଦଳର ନୂତନ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ତାଙ୍କର ଏହି ନୂତନ ନିଯୁକ୍ତି କୁ ସରପଂଚ ସରୋଜ ବେହେରା,ବିଧାୟକଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସ୍ୱାଇଁ,ସରପଂଚ ଦିଲିପ କୁମାର ବିଶ୍ୱାଳ,ପୂର୍ବତନ ସରପଂଚ ସୁରେନ୍ଦ୍ରନାଥ ଖୁଂଟିଆ,ସରପଂଚ ମୀନକେତନ ସ୍ୱାଇଁ,ଜମ୍ବେଶ୍ୱର ବେଉରା,ଅଭୟ ଲେଙ୍କା,କଟକ ସଦର ବିଜୁ ଜନତା ଦଳ ସଭାପତି ପ୍ରମୋଦ ମହାପାତ୍ର,ଯୁବ ବିଜେଡ଼ି ସଭାପତି ହିମାଂଶୁ ଦାସ ପ୍ରମୁଖ ଅଭିନନ୍ଦନ ଜଣାଇବା ସହିତ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଓ କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.