Tuesday , March 21 2023
Breaking News
Home / ବିଶେଷ / ରାଜଧାନୀ ବୌଦ୍ଧିକ ସମାବେଶ ପକ୍ଷରୁ ପତାକା ଉତୋଳନ

ରାଜଧାନୀ ବୌଦ୍ଧିକ ସମାବେଶ ପକ୍ଷରୁ ପତାକା ଉତୋଳନ

ଭୁବନେଶ୍ୱର, ୨୮/୦୧/୨୦୨୧ (ଓଡ଼ିଶା ସମାଚାର)- ନୂତନ ଭାବେ ଗଢି ଉଠିଥିବା ‘ରାଜଧାନୀ ବୌଦ୍ଧିକ ସମାବେଶ’ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ମହାତ୍ମା ଗାନ୍ଧି ମାର୍ଗ, ରାଜା ଛକ ଠାରେ ପାଳିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀଙ୍କ ତତ୍ୱାବଧାନରେ ଜାତୀୟ ପତାକା ଉତୋଳନ ପ୍ରାତଃ ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ସଭାପତି କମଳ ଲୋଚନ ବିଶ୍ୱାଳ, ଉପସଭାପତି ସୌଭାଗ୍ୟ ମହାନ୍ତି, ସାଧାରଣ ସଂପାଦକ ଶେଷାଶିଷ ସାହୁ, ସଂପାଦକ ରାହୁଲ କୁମାର, କୋଷାଧ୍ୟକ୍ଷ ଶରତ ରାଉତ, ମୁଖପାତ୍ର ସାମ୍ବାଦିକ ବିଜୟ କୁମାର ଖୁଂଟିଆ, ଲକ୍ଷ୍ମଣ ଦାଶ, ଦିବ୍ୟସିଂହ ପ୍ରଧାନ, ବୁଦ୍ଧିମାନ , ସଞ୍ଜିବ ପଣ୍ଡା, ଋତୁରାଜ ପଟ୍ଟନାୟକ, ଭାସ୍କର ଶ୍ରୀଚନ୍ଦନ, ପିୟୂଷ ସ୍ୱାଇଁ, ହରେଶ ପଟ୍ଟନାୟକ, ପ୍ରଶାନ୍ତ କୁମାର ପରିଡା, ଅଗ୍ନିବେଶ ସ୍ୱାଇଁ, ସୁକାନ୍ତ କୁମାର ମହାନ୍ତି, ନୀଳମଣି ପାଇଲ, ସୁନୀଲ କୁମାର ନାୟକ, ପ୍ରଦୋଷ ପରିଡା, ଜିତେନ୍ଦ୍ର ଜେନା ଓ ସିମ୍ପୁଲ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ ମିଷ୍ଟାନ ସମସ୍ତଙ୍କୁ ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.