Tuesday , March 28 2023
Home / ତାଜା ଖବର / ଆଭିଏସନ୍ ରିସର୍ଚ ସେଂଟର ରେ ନିଆଁ ଲାଗିଛି

ଆଭିଏସନ୍ ରିସର୍ଚ ସେଂଟର ରେ ନିଆଁ ଲାଗିଛି

କଟକ,୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଚୌଦ୍ୱାରସ୍ଥିତ ଆଭିଏସନ୍ ରିସର୍ଚ ସେଂଟର (ଏଆରସି) ରେ ନିଆଁ ଲାଗିଛି । ଦୀର୍ଘ ୪ ଘଂଟା ହେଲା ନିଆଁ ଲାଗିଛି ଓ ୧୦ ରୁ ଅଧିକ ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି । କେମିତି ନିଆଁ ଲାଗିଲା, ତାହା ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ନିଆଁ ଲିଭିଲା ପରେ କ୍ଷୟ କ୍ଷତି ଆକଳନ କରାଯାଇ ପାରିବ । ଓଡ଼ିଶା ସମାଚାର

Leave a Reply

Your email address will not be published.