Saturday , May 21 2022
Home / ତାଜା ଖବର / ଆଭିଏସନ୍ ରିସର୍ଚ ସେଂଟର ରେ ନିଆଁ ଲାଗିଛି

ଆଭିଏସନ୍ ରିସର୍ଚ ସେଂଟର ରେ ନିଆଁ ଲାଗିଛି

କଟକ,୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଚୌଦ୍ୱାରସ୍ଥିତ ଆଭିଏସନ୍ ରିସର୍ଚ ସେଂଟର (ଏଆରସି) ରେ ନିଆଁ ଲାଗିଛି । ଦୀର୍ଘ ୪ ଘଂଟା ହେଲା ନିଆଁ ଲାଗିଛି ଓ ୧୦ ରୁ ଅଧିକ ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି । କେମିତି ନିଆଁ ଲାଗିଲା, ତାହା ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ନିଆଁ ଲିଭିଲା ପରେ କ୍ଷୟ କ୍ଷତି ଆକଳନ କରାଯାଇ ପାରିବ । ଓଡ଼ିଶା ସମାଚାର

About admin

Check Also

ସୀଙ୍ଗାରି ଘାଟି ରେ ଭାର ସାମ୍ୟ ହାରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ ,ଦୁଇ ମୃତ ନଅ ଗୁରୁତର ଆହତ

କଳାହାଣ୍ଡି, ୧୭/୦୫/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା କଲମପୁର ଥିଆମୂଳ ରାମପୁର  ସୀଙ୍ଗାରି ଘାଟିରେ ଭାର …

Leave a Reply

Your email address will not be published. Required fields are marked *