ସାଲେପୁର ୨୫/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା)-ଆଜି ମାଛୁଆତି ହତ୍ୟାକାଣ୍ଡ ର ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟ କୁ ଚାଲାଣ କରାଯାଇଥିବା ସହ ହତ୍ୟାକାଣ୍ଡର ରକ୍ତ ଲଗା ଖଣ୍ଡା କୁ ସାଲେପୁର ପୋଲିସ ଜବତ କରିଛି। ଉକ୍ତ ଖଣ୍ଡା କୁ ଅଭିଯୁକ୍ତ ମାଟି ତଳେ ପୋତି ଥିବା କହିବା ପରେ ପୋଲିସ ଖଣ୍ଡା କୁ ଜବତ କରିଥିବା ଥାନା ଅଧିକାରୀ ବିଜୟ କୁମାର ବିସି ପ୍ରକାଶ କରିଛନ୍ତି। ଓଡିଶା ସମାଚାର