Wednesday , May 25 2022
Breaking News
Home / ବିଶେଷ / ମାଛୁଆତି ହତ୍ୟା କାଣ୍ଡର ଅଭିଯୁକ୍ତକୁ କୋର୍ଟ ଚାଲାଣ

ମାଛୁଆତି ହତ୍ୟା କାଣ୍ଡର ଅଭିଯୁକ୍ତକୁ କୋର୍ଟ ଚାଲାଣ

ସାଲେପୁର ୨୫/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା)-ଆଜି ମାଛୁଆତି ହତ୍ୟାକାଣ୍ଡ ର ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟ କୁ ଚାଲାଣ କରାଯାଇଥିବା ସହ ହତ୍ୟାକାଣ୍ଡର ରକ୍ତ ଲଗା ଖଣ୍ଡା କୁ ସାଲେପୁର ପୋଲିସ ଜବତ କରିଛି। ଉକ୍ତ ଖଣ୍ଡା କୁ ଅଭିଯୁକ୍ତ ମାଟି ତଳେ ପୋତି ଥିବା   କହିବା ପରେ  ପୋଲିସ ଖଣ୍ଡା କୁ ଜବତ କରିଥିବା ଥାନା ଅଧିକାରୀ ବିଜୟ କୁମାର ବିସି ପ୍ରକାଶ କରିଛନ୍ତି। ଓଡିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *