Sunday , April 2 2023
Breaking News
Home / ଶିକ୍ଷା / ଅଚ୍ୟୁତପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଅଚ୍ୟୁତପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ରାଉଳସାହିର  ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟଅତିଥିଭାବେ ବିଆରସିସି ଶ୍ରୀଯୁକ୍ତ ଅବଧୂତ ଚମ୍ପତି  ଓ ସମ୍ମାନୀତ ଅତିଥିଭାବେ ଅଚ୍ୟୁତପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ କର, ସିଆରସିସି ନୀଳାନ୍ଦ୍ରୀ ସିଂହ ,ସଭାପତି ବାଉରୀବନ୍ଧୁ ରାଉଳ ଓ ପ୍ରଧାନ ଶିକ୍ଷକ ସଚ୍ଚିତ୍ର କୁମାର ପାଇକରାୟ ପ୍ରମୁଖ ଉପସ୍ଥିତ ରହି ୨୮ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବିତରଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ,ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.