Saturday , May 28 2022
Breaking News
Home / ଶିକ୍ଷା / ଅଚ୍ୟୁତପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଅଚ୍ୟୁତପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ରାଉଳସାହିର  ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟଅତିଥିଭାବେ ବିଆରସିସି ଶ୍ରୀଯୁକ୍ତ ଅବଧୂତ ଚମ୍ପତି  ଓ ସମ୍ମାନୀତ ଅତିଥିଭାବେ ଅଚ୍ୟୁତପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ କର, ସିଆରସିସି ନୀଳାନ୍ଦ୍ରୀ ସିଂହ ,ସଭାପତି ବାଉରୀବନ୍ଧୁ ରାଉଳ ଓ ପ୍ରଧାନ ଶିକ୍ଷକ ସଚ୍ଚିତ୍ର କୁମାର ପାଇକରାୟ ପ୍ରମୁଖ ଉପସ୍ଥିତ ରହି ୨୮ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବିତରଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ,ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ତେଣ୍ଡାକୁଡ଼ା ସରକାରୀ ଫଜଲହକ୍ ହାଇସ୍କୁଲ ରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଓ ନିରାପତା ତାଲିମ ଶିବିର

ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ସରକାରୀ ଫଜଲହକ୍ ହାଇସ୍କୁଲ ରେ ମଙ୍ଗଳବାର ଦିନ ବିପର୍ଯ୍ୟୟ …

Leave a Reply

Your email address will not be published. Required fields are marked *