Tuesday , March 28 2023
Breaking News
Home / କୃଷି / କମାଗୁରୁ ସରପଂଚ  ମନୋରଞ୍ଜନ ହେଲେ ଆତ୍ମାର ସଭାପତି

କମାଗୁରୁ ସରପଂଚ  ମନୋରଞ୍ଜନ ହେଲେ ଆତ୍ମାର ସଭାପତି

ନିରାକାରପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ପଂଚାୟତ ସରପଂଚ ମନୋରଞ୍ଜନ ଚମ୍ପତି ଆଜି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି ।ସୂଚନାଯୋଗ୍ୟ କି ଆଜି ଟାଙ୍ଗୀ ବ୍ଲକ ଆତ୍ମା ର ସଭାପତି ପ୍ରାର୍ଥୀଭାବେ କମାଗୁରୁ ସରପଂଚ ମନୋରଞ୍ଜନ ଚମ୍ପତି ପ୍ରତିଦ୍ୱନ୍ଦିତା କରିଥିବାବେଳେ ବ୍ଲକର ଚାଷୀ ଉପଦେଷ୍ଟା କମିଟିର ୧୬ ଜଣ ସଭ୍ୟ ଉପସ୍ଥିତ ରହିଥିଲେ । କିନ୍ତୁ ପ୍ରତିଦ୍ୱନ୍ଦୀତା କରୁଥିବା ଅନ୍ୟ ପ୍ରାର୍ଥୀ ଉପସ୍ଥିତ ନ ରହିବାରୁ ତାଙ୍କୁ ମନୋରଞ୍ଜନ ଚମ୍ପତି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଚାଷୀମାନଙ୍କର ଉନ୍ନତି ପାଇଁ ସମସ୍ତ କାର୍ଯ୍ୟ କରିବେ ବୋଲି ସଭାପତି ଶ୍ରୀ ଚମ୍ପତି ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.