Tuesday , March 28 2023
Home / ବିଶେଷ / ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ୧୧୦ତମ ଜନ୍ମୋତ୍ସବ ପାଳିତ

ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ୧୧୦ତମ ଜନ୍ମୋତ୍ସବ ପାଳିତ

କେନ୍ଦ୍ରାପଡା, ୨୧/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ ଆଶ୍ରମ ପରିସରରେ ସଦଗୁରୁ ବାବା ବୈକୁଣ୍ଠନାଥଙ୍କ ୧୧୦ତମ ଜନ୍ମୋତ୍ସବ କୋଭିଡ ନିୟମକୁ ଅନୁପାଳନ ପୂର୍ବକ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବାବାଜୀ ଚେତନାନନ୍ଦ ଦାସଙ୍କ ପୈାରହିତ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳେ ପ୍ରଥମେ ନଗରର୍ତନ ପରେ ପୂଜାର୍ଚ୍ଚନା କରାଯାଇ  ଶ୍ରୀମଦ ଭାଗବତ ଗୀତା ପାରାୟଣ, ହରିହାଟ ଓ ତତପରେ ଭଜନ କୀର୍ତନ ଓ ଅନ୍ନଯଜ୍ଞ କରାଯାଇଥିଲା । ଭକ୍ତ, ଆଶ୍ରିତ ଓ ଶ୍ରଦ୍ଧାଳୁଙ୍କ ସମାବେଶରେ ସମଗ୍ର ଆଶ୍ରମ ପରିବେଶଟି ଆଧ୍ୟାତ୍ମିକ ଆସରରେ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ଗୁରୁ କୃପାହିଁ କେବଳମ ମାର୍ଗରେ ସମସ୍ତେ ନିମଗ୍ନ ହୋଇପଡିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.