କେନ୍ଦ୍ରାପଡା, ୨୧/୦୧/୨୦୨୧(ଓଡ଼ିଶା ସମାଚାର)- କଳାକାର ଜଗତର ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତା ଭାବରେ ବେଶ ଜଣାଶୁଣା ତଥା ବାଲିଆ ଅଚଂଳର ଜ୍ୱାଇଁ ରବି ମିଶ୍ରଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ଦାଶ କହିଛନ୍ତି ଯେ ସ୍ୱର୍ଗତ ମିଶ୍ରଙ୍କ ଭଳି ଓଡିଆ ଚଳଚିତ୍ର ତଥା ଟେଲିଭିଜନ ଜଗତର ବରିଷ୍ଠ ଅଭିନେତାଙ୍କ ବିୟୋଗରେ ସେ ମର୍ମାହତ । ତାଙ୍କ ଭଳି ଅଭିନେତାଙ୍କ ସ୍ଥାନ ଅପୁରଣୀୟ ବୋଲି ଶ୍ରୀ ଦାଶ କହିଛନ୍ତି । ଓଡ଼ିଶା ସମାଚାର
Check Also
ଶିବାଜୀ ପଟ୍ଟନାୟକଙ୍କ ପ୍ରତି ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ,୨୩/୦୫/୨୦୨୨( ଓଡ଼ିଶା ସମାଚାର )-ବର୍ଷିୟାନ କମ୍ୟୁନିଷ୍ଟ ନେତା, ସି.ପି.ଆଇ.(ଏମ୍)ର ପୂର୍ବତନ କେନ୍ଦ୍ର କମିଟି ସଭ୍ୟ, ରାଜ୍ୟ କମିଟି ସମ୍ପାଦକ …