Monday , March 20 2023
Breaking News
Home / ବିଶେଷ / ଯୁବକ ଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକେ ସନ୍ଧେହ ଘେରରେ

ଯୁବକ ଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକେ ସନ୍ଧେହ ଘେରରେ

 ସାଲେପୁର,୧୮/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ବ୍ଲକ୍ ହରିଚନ୍ଦନ ପୁର ଠାରେ ବଉଳେଇ ପୀଠରେ  ସାଙ୍ଗ ମାନଙ୍କ ସାଙ୍ଗରେ ଭୋଜି କରୁ ଥିବା ସମୟରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଯାଇ ସ୍ଥାନୀୟ ରାଘବପୁର ଗ୍ରାମର ତାରା କାନ୍ତ ଦାଶ ମୃତ୍ୟୁ ବରଣ କରିଛନ୍ତି। ଖବର ପାଇ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଥିବାବେଳେ ମୃତ୍ୟୁ କୁ ନେଇ ସେମାନେ ସନ୍ଦେହ କରୁଛନ୍ତି ଜେ ତାଙ୍କ ପିଲାକୁ କିଏ ମାରି ଦେଇଛି ।ଏନେଇ ସେମାନେ ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published.