ତିର୍ତୋଲ ,୧୮/୦୧/୨୦୨୧ (ଓଡ଼ିଶା ସମାଚାର)- ଝୀଅର ବାହାଘର ପୂର୍ବରୁ ବାପର ମୃତ୍ୟୁ । ଏଭଳି ଦୁଖଦ ଘଟଣା ଘଟିଛି ବିଶନପୁର ରେ । ଆଜି ଥିଲା ବିଶନପୁର ନିବାସୀ ସେକ୍ ମୁରସିଦ୍ ଅଲ୍ଲୀ(୫୮) ଙ୍କ ଝୀଅ ବାହାଘର । ସ୍ଥାନୀୟ କୋଲଟାରୁ ୪ ଟା ବେଳେ ବର ଆସିବ । ହେଲେ କିଡ଼ିନୀ ଜନିତ ରୋଗରେ ପିଡ଼ିତ ଥିବା ବାପ ମୁରସିଦ ଙ୍କର ପରଲୋକ ଘଟିଲା । ବାହାଘର ର ଖୁସୀ କୁଆଡ଼େ ଉଭେଇଗଲା । ଗାଁ ମୁରବୀ, ବସ୍ତି ସର୍ଦ୍ଧାର ଆଦି ଙ୍କୁ ନେଇ ମୁସଲମାନ ଧର୍ମାନୁଯାୟୀ କବରସ୍ଥାନରେ ଶୋକାକୂଳ ପରିବେଶମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅପରାହ୍ନରେ ବର ପହଂଚିବ । ଓଡ଼ିଶା ସମାଚାର
Check Also
ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର
ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )- ADIP ଓ RVY ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ …